thumbnail

By

Published : Oct 1, 2020, 9:45 PM IST

ETV Bharat / Videos

ମାଓବାଦୀର ବର୍ବରକାଣ୍ଡ: ପୋଲିସ ଇନଫର୍ମର ସନ୍ଦେହରେ ଉପ-ସରପଞ୍ଚ ଓ ୱାର୍ଡମେମ୍ବରଙ୍କୁ ହତ୍ୟା

ମାଲକାନଗିରି: ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ମାଓବାଦୀଙ୍କ ବର୍ବର କାଣ୍ଡ । ପୋଲିସ ଇନଫର୍ମର ସନ୍ଦେହ କରି 2 ଜଣଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କଲେ ମାଓବାଦୀ । ମୃତକ ହେଲେ ଗଙ୍ଗଲା ଗାଁର ଉପ-ସରପଞ୍ଚ ଧନିରାମ କୋରସା ଏବଂ ୱାର୍ଡ ମେମ୍ବର ଗୋପଲ କୁଡ଼ିୟମ । ପରିବାର ଲୋକଙ୍କ ସାମ୍ନାରେ ନିର୍ମମ ଭାବେ ଧାରୁଆ ଅସ୍ତ୍ରରେ ହତ୍ୟା କଲେ ମାଓବାଦୀ । ଘଟଣାର ସୂଚନା ଦେଇଛନ୍ତି ବିଜାପୁର ଏସପି କମଳଲୋଚନ କଶ୍ୟପ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.