ଡେମୋ ଦେଖାଇଲା ଅଭିଯୁକ୍ତ ସରୋଜ - ଯଦୁପୁର
🎬 Watch Now: Feature Video

ନୟାଗଡ଼: ବହୁଚର୍ଚ୍ଚିତ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା । ଆଜି(ଗୁରୁବାର) ସନ୍ଦେହୀ ପୋଖରୀକୁ ଯାଇ ସିନ ରିକ୍ରିଏସନ କରିବା ସହ ଏସଆଇଟିକୁ ଡେମୋ ଦେଖାଉଛି ଅଭିଯୁକ୍ତ ସରୋଜ ସେଠୀ । ସରୋଜକୁ ଧରି ଏସଆଇଟି ନାବାଳିକାର ଗାଁ ନୟାଗଡର ଯଦୁପୁରରେ ପହଞ୍ଚିଥିଲା । କେମିତି ସେଦିନ ପରୀକୁ ହତ୍ୟା କରିଥିଲା, ତାହାର ପୂରା ଘଟଣା ପୁଣିଥରେ ରିକ୍ରିଏଟ୍ କରିଛି ଏସଆଇଟି ଟିମ । ନାବାଳିକା ହତ୍ୟାଦିନ କେମିତି ପରୀ ସହ ସେ ଘଟାଇଥିଲା ବର୍ବର କାଣ୍ଡ । ସେନେଇ ତଦନ୍ତକାରୀ ଟିମ ଏସଆଇଟିକୁ ଡେମୋ ଦେଖାଇଛି ।