ବାଲୁକା କଳାରେ ବଡ଼ଦାଣ୍ଡ ସେବା ନେଇ ସଚେତନ କଲେ ସୁଦର୍ଶନ - Sand painting on a clean service program
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-10900306-thumbnail-3x2-puri.jpg)
ପୁରୀ : ପୁରୀ ବଡ଼ଦାଣ୍ଡକୁ ସଫା ସୁତୁରା ରଖିବାକୁ ପୁରୀ ଜିଲ୍ଲା ପ୍ରଶାସନ ଏକ ନୂଆ ଅଭିଯାନ ଆରମ୍ଭ କରିଛନ୍ତି । ଅଭିଯାନର ନାଁ ରହିଛି ‘‘ବଡ଼ ଦାଣ୍ଡ ସେବା’’ । ସବୁ ବର୍ଗର ଲୋକଙ୍କୁ ନେଇ ପ୍ରତ୍ୟକ ଶନିବାର ସକାଳ 6 ଟା ରୁ 8 ଟା ଯାଏଁ ସମୂହ ସଫେଇ ଅଭିଯାନ ହେବ । ଏହାଦ୍ବାରା ଲୋକ ସଚେତନ ହେବା ସହ ପବିତ୍ର ବଡ଼ଦାଣ୍ଡକୁ ସଫା ସୁତୁରା ରଖିବେ ।