ଶପଥ ଗ୍ରହଣ କଲେ ରୀତା ସାହୁ

By

Published : Nov 13, 2019, 2:46 PM IST

thumbnail
ଭୁବନେଶ୍ବର: ଗତ ମାସରେ ବରଗଡ ଜିଲ୍ଲା ବିଜେପୁର ବିଧାନସଭା ଆସନରୁ ନିର୍ବାଚିତ ହୋଇ ବିଧାନସଭାକୁ ଆସିଥିବା ବିଧାୟିକା ରୀତା ସାହୁ ଆଜି ବିଧାୟିକା ଭାବେ ଶପଥ ଗ୍ରହଣ କରିଛନ୍ତି । ବିଧାନସଭା ଅଧିବେଶନର ଅବ୍ୟବହିତ ପୂର୍ବରୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର  ତାଙ୍କ ପ୍ରକୋଷ୍ଠରେ ରୀତା ସାହୁ୍ଙ୍କୁ ଶପଥ ପାଠ କରାଇଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.