thumbnail

By

Published : Jan 4, 2021, 8:40 PM IST

ETV Bharat / Videos

ପ୍ଲାଷ୍ଟିକ ଗୋଦାମରେ ଚଢ଼ାଉ: 50 କେଜିରୁ ଊର୍ଦ୍ଧ୍ବ ପଲିଥିନ ଜବତ, ମାଲିକ ଫେରାର

ଭୁବନେଶ୍ବର : ପ୍ଲାଷ୍ଟିକ ଗୋଦାମରେ ଚଢାଉ। ୫୦ କେଜିରୁ ଅଧିକ ପ୍ଲାଷ୍ଟିକ ଓ ପଲିଥିନ ଜବତ ହୋଇଛି । ଘଟଣାସ୍ଥଳରୁ ମାଲିକ ଫେରାର ହୋଇଥିବା ସୂଚନା ମିଳିଛି । ଗୋଟିଏ ପଟେ ରାଜଧାନୀକୁ ପ୍ଲାଷ୍ଟିକ ଫ୍ରି କରିବା ପାଇଁ ବିଏମସି ଅଣ୍ଟା ଭିଡିଥିବାବେଳେ ୟୁନିଟ 1 ହାଟରେ ଥିବା ପ୍ଲାଷ୍ଟିକ ଗୋଦାମ ଠାବ ହୋଇଛି । ବିଏମସି ଏନଫୋର୍ସମେଣ୍ଟ ସ୍କ୍ବାର୍ଡ ପକ୍ଷରୁ ଗୋଦାମରେ ଚଢାଉ ହୋଇଥିଲା ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.