କୋରୋନା ଭ୍ୟାକସିନ ପାଇଁ ସରକାରଙ୍କ ପ୍ରସ୍ତୁତି, ଜାଣନ୍ତୁ କ'ଣ ରହିଛି ପଞ୍ଜିକରଣ ନିୟମ - guideline for corona vaccination
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-9890267-thumbnail-3x2-bbsr.jpg)
ଭୁବନେଶ୍ବର: କୋରୋନା ଟୀକାକରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ମାରାତ୍ମକ ଭାଇରସ କୋଭିଡ-19 ପାଇଁ ଟୀକା ଆସିଲେ ପ୍ରଥମେ ସ୍ବାସ୍ଥ୍ୟକର୍ମୀ, ବରିଷ୍ଠ ନାଗରିକଙ୍କୁ ପ୍ରାଥମିକତା ଦିଆଯିବ । ଏଥିପାଇଁ ଏହି ବର୍ଗର ବ୍ୟକ୍ତି ବିଶେଷଙ୍କୁ କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ ଆଗୁଆ ନିଜ ନାମକୁ ପଞ୍ଜିକରଣ କରିବାକୁ ପଡିବ ବୋଲି ସୂଚନା ମିଳିଛି।