ପୁଣି ଜନନୀ ଯନ୍ତ୍ରଣା: 5କିମି ଚାଲି ଏକାକୀ ନଦୀ ପାରହେଲେ ଗର୍ଭବତୀ - ରାୟଗଡା ଲାଟେଷ୍ଟ ନ୍ୟୁଜ୍
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-5469659-642-5469659-1577106210085.jpg)
ଜିଲ୍ଲା ସଦର ମହକୁମା ନିକଟରେ ନଜରକୁ ଆସିଛି ପୁଣି ଜନନୀ ଯନ୍ତ୍ରଣା। ରାସ୍ତା ନଥିବା ଯୋଗୁଁ ଜଣେ ଗର୍ଭବତୀ ନାହିଁ ନଥିବା ଦୁର୍ଦ୍ଦଶା ଭୋଗିଛନ୍ତି । 5 କିମି ଚାଲିଚାଲି ଏକକୀ ଭରା ନଦୀ ପାର ହୋଇଛନ୍ତି ଗର୍ଭବତୀ ଜଣଙ୍କ ।