କ୍ଷୋଭ ନାହିଁ, ବାଲେଶ୍ବରକୁ ଏକ ନମ୍ବର କରିବି: ପ୍ରତାପ ଷଡଙ୍ଗୀ - ପର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ
🎬 Watch Now: Feature Video
ଭୁବନେଶ୍ବର: କେନ୍ଦ୍ର କ୍ୟାବିନେଟ ସମ୍ପ୍ରସାରଣ ପରେ ଓଡିଶାରୁ 3 ଜଣଙ୍କୁ ମନ୍ତ୍ରୀ ଦାୟିତ୍ବ ମିଳିଛି । ସେହିପରି ମୋଦି ପାର୍ଟ-1ରେ କେନ୍ଦ୍ରମନ୍ତ୍ରୀ ଥିବା ପ୍ରତାପ ଷଡଙ୍ଗୀଙ୍କୁ ମନ୍ତ୍ରୀ ମଣ୍ଡଳରୁ ବାଦ ଦିଆଯାଇଛି । ମନ୍ତ୍ରୀ ପଦରୁ ଯିବା ପରେ ପ୍ରଥମ ଥର ଦିଲ୍ଲୀରୁ ଫେରିଛନ୍ତି ପ୍ରତାପ । ତେବେ ପଦ ଯିବାକୁ ନେଇ କୌଣସି କ୍ଷୋଭ ନାହିଁ, ବାଲେଶ୍ବର ଉନ୍ନତି ପାଇଁ କାମ କରିବି । ବାଲେଶ୍ବର ବିଭିନ୍ନ କ୍ଷେତ୍ରରେ ଶୀର୍ଷରେ ପହଞ୍ଚିବ ବୋଲି କହିଛନ୍ତି ପ୍ରତାପ । ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ସଞ୍ଜୀବ କୁମାର ରାୟ ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ,ଇଟିଭି ଭାରତ
Last Updated : Jul 16, 2021, 8:53 PM IST