thumbnail

By

Published : Nov 17, 2021, 12:48 PM IST

ETV Bharat / Videos

ଖୁବଶୀଘ୍ର SCBରେ ରାତିରେ ହେବ ପୋଷ୍ଟମର୍ଟମ, ଶୁଣନ୍ତୁ କଣ କହୁଛନ୍ତି ଡାକ୍ତର

କଟକ: କେବଳ ଦିନରେ ନୁହେଁ, ଏଣିକି ରାତିରେ ବି ହୋଇପାରିବ ମୃତଦେହ ବ୍ୟବଚ୍ଛେଦ । ଏଥିପାଇଁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି । ତେବେ ଆପଣମାନେ ଜାଣନ୍ତି କି, କାହିଁକି ରାତିରେ ନୁହେଁ ଦିନରେ ହୁଏ ବ୍ୟବଚ୍ଛଦ ? କେବେ କଟକ ଏସବିସି ମେଡିକାଲରେ ରାତିବେଳା ମୃତଦେହ ବ୍ୟବଚ୍ଛେଦ କରାଯିବ ? ଏହା ଲାଗୁ ହେଲେ କେତେ ଉପକୃତ ହେବେ ଲୋକେ ? ଶୁଣନ୍ତୁ ଏନେଇ କ'ଣ କହୁଛନ୍ତି ଏସସିବିର ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.