ମାହାଙ୍ଗା ହତ୍ୟାକାଣ୍ଡକୁ ନେଇ ରାଜନୀତି କରାନଯାଉ: ବିଜେଡ଼ି - ବିଜେଡି଼ ମୁଖପାତ୍ର ସୁଲତା ଦେଓ

🎬 Watch Now: Feature Video

thumbnail

By

Published : Jan 5, 2021, 10:38 PM IST

ଭୁବନେଶ୍ବର: କଟକର ମାହାଙ୍ଗା ହତ୍ୟାକାଣ୍ଡ ଘଟଣାରେ ରାଜନୀତି କରାଯାଉଛି ବୋଲି ବିଜେଡ଼ି ମୁଖପାତ୍ର ସୁଲତା ଦେଓ କହିଛନ୍ତି । ତେବେ ଏଭଳି କରିବା ଦ୍ବାରା ତଦନ୍ତକୁ ବାଟବଣା କରାଯାଉଛି । ସଠିକ୍‌ ତଦନ୍ତ କରାଯାଇ ଅପରାଧୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ମଙ୍ଗଳବାର କହିଛନ୍ତି । ଏ ସମ୍ପର୍କରେ ସୁଲତା କହିଛନ୍ତି, " ବିଜେପି ଔଷଧ ବିକଳରେ ତାଟିଆ କାମୁଡ଼ୁଛି । ବିଜେପି ଶାସିତ ରାଜ୍ୟରେ ଅନେକ ଘଟଣା ଘଟୁଛି । ତେଣୁ ତଦନ୍ତକୁ ବାଟବଣା କରିବାକୁ ଉଦ୍ୟମ ଜରୁଛି ବିଜେପି। ଏହାଦ୍ବାରା ବିଜେପି ଲୋକହସା ହେଉଛି। "

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.