ପୋଲିସ ଡ଼ିଜିଙ୍କ ସ୍ୱାଭିମାନ ଅଞ୍ଚଳ ଗସ୍ତ, ମାଓ ସ୍ଥିତିର ସମୀକ୍ଷା ନେଇ ଆଲୋଚନା

By

Published : Dec 14, 2020, 5:24 PM IST

thumbnail
ମାଲକାନଗିରି : ପୋଲିସ ମହାନିର୍ଦ୍ଦେଶକ ଅଭୟ ମାଲକାନଗିରିର ସ୍ବାଭିମାନ ଅଞ୍ଚଳ ଗସ୍ତ କରିଛନ୍ତି । ଡିଜି ଅଭୟ, ଆଇ ଜି ଅପରେସନ ଅମିତାଭ ଠାକୁର, ଡାଇରେକ୍ଟ ଇଣ୍ଟିଲଜେନସ ଆର.କେ ଶର୍ମା, ଡିଆଜି ଏସ. ଆଇ. ଡବ୍ଲ୍ୟୁ ଅନିରୁଦ୍ଧ ସିଂ, ଏସପି ଋଷିକେସ ଡି.ଖିଲାରି ପହଞ୍ଚି ଥିଲେ । ଏହାସହ ମାଓ ସ୍ଥିତିର ସମୀକ୍ଷା କରିଥିଲେ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.