ମାଲକାନଗିରିରେ ଅଜଣାରୋଗ ଆତଙ୍କ, ହାତଗୋଡ ଫୁଲି ଗଲାଣି 5 ଜୀବନ - malkangiri People terrified for unknown disease
🎬 Watch Now: Feature Video

ମାଲକାନଗିରି: ଜିଲ୍ଲାର ପଡିଆ ବ୍ଲକ ଭେଞ୍ଚନପଲ୍ଲୀ ଗ୍ରାମରେ ପ୍ରାୟ ୧୦ ଜଣ ଲୋକଙ୍କ ହାତଗୋଡ ଫୁଲିବା ସହ ଶରୀର ଦୁର୍ବଳ ହେବା ଭଳି ଲକ୍ଷଣ ଦେଖାଯାଉଛି । ଏହି ରୋଗରେ ଗତ ଦୁଇମାସ ମଧ୍ୟରେ ଗ୍ରାମର ୫ ଜଣଙ୍କ ମୃତ୍ୟୁ ଘଟିଥିବା କହିଛନ୍ତି ଗ୍ରାମବାସୀ। ଏହି ଅଜଣା ରୋଗକୁ ନେଇ ଗ୍ରାମବାସୀ ଆତଙ୍କରେ ରହିଥିବା ସୂଚନା ମିଳିଛି ।
TAGGED:
ମାଲକାନଗିରିରେ ଅଜଣା ରୋଗ