ପଟିଦିଅଁଙ୍କ ମଙ୍ଗଳ ଆଳତୀ - ପଟିଦିଅଁ ମଙ୍ଗଳ ଆଳତୀ

🎬 Watch Now: Feature Video

thumbnail

By

Published : Jun 30, 2021, 7:55 AM IST

ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ଜଳରେ ମହାସ୍ନାନ ପରେ ଜ୍ବରରେ ପୀଡ଼ିତ ଶ୍ରୀଜିଉ । ମହିମାମଣି ଅଣସର ଘରେ ରହିଥିବାରୁ ମୁଖ୍ୟ ମନ୍ଦିରରେ ପଟିଦିଅଁ ପୂଜା ପାଉଛନ୍ତି । ନବ ଯୌବନରେ ଠାକୁର ଦର୍ଶନ ଦେବା ପର୍ୟ୍ୟନ୍ତ ପଟିଦିଅଁ ପୂଜା ପାଇବେ । ଫଳରେ ପତିତପାବନଙ୍କ ସ୍ଥାନରେ ପଟିଦିଅଁଙ୍କ ମଙ୍ଗଳ ଆଳତୀ କରାଯାଉଛି । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସ୍ଥାନରେ ଅନନ୍ତ ନାରାୟଣ, ଭାଇ ବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ ଓ ଦେବୀ ସୁଭଦ୍ରାଙ୍କ ସ୍ଥାନରେ ପୂଜା ପାଉଛନ୍ତି ମା ଭୁବନେଶ୍ବରୀ । ତେବେ ପଟ୍ଟଚିତ୍ର ଧାରାରେ ଠାକୁରଙ୍କ ଚିତ୍ର ଅଙ୍କା ଅଙ୍କାଯାଇଥିବା କାରଣରୁ ଅଣସର କାଳରେ ପୂଜିତ ପଟ୍ଟଚିତ୍ର, ଠାକୁରଙ୍କ ଦେଉଳି ଭାଷାରେ ପଟିଦିଅଁ କୁହାଯାଏ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.