thumbnail

ଓମିକ୍ରନ ବନାମ ବର୍ଦ୍ଧିତ ଇଣ୍ଟରନେଟ ଦର, ପିଲାଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ଅଭିଭାବକ

By

Published : Dec 31, 2021, 4:42 PM IST

କଟକ: ମହାମାରୀ କୋରୋନା ପରେ ଏବେ ଓମିକ୍ରନ ଭୟ । ଏହାକୁ ଚିନ୍ତାରେ ରାଜ୍ୟବାସୀ । ଅନ୍ୟପଟେ ଏବେ ସ୍କୁଲ ଖୋଲିନଥିବା ବେଳେ ଅନଲାଇନ କ୍ଲାସ କରୁଛନ୍ତି ଛାତ୍ରଛାତ୍ରୀ । କିନ୍ତୁ ବର୍ଦ୍ଧିତ ଇଣ୍ଟରନେଟ ରିଚାର୍ଜ ଦାମ ଅଭିଭାବକଙ୍କୁ ଚିନ୍ତାରେ ପକାଇଛି । ଏହାରି ମଧ୍ୟରେ ପିଲାଙ୍କ ଭବିଷ୍ୟତକୁ ନେଇ ଉଠିଛି ପ୍ରଶ୍ନ । ଆସନ୍ତା 3 ତାରିଖ ରୁ ପ୍ରଥମ ରୁ ପଞ୍ଚମ ସ୍କୁଲ ଖୋଲିବାକୁ ଥିବା ବେଳେ ଓମିକ୍ରନ ସଂକ୍ରମଣ ମଧ୍ୟରେ ପିଲାଙ୍କୁ ସ୍କୁଲ ଛାଡିବା ନେଇ ଚିନ୍ତାରେ ଅଭିଭାବକ । କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.