ଘରୋଇ ସ୍କୁଲ ଫି ଛାଡ଼ ପ୍ରସଙ୍ଗ: ଓଡିଶା ଅଭିଭାବକ ମହାସଂଘର ପ୍ରେସମିଟ - Odisha Parents Federation Press meet
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-10204915-thumbnail-3x2-pvtscfee.jpg)
ଭୁବନେଶ୍ବର: ଘରୋଇ ସ୍କୁଲ ଫି’ ଛାଡ଼ ପ୍ରସଙ୍ଗକୁ ନେଇ ଓଡିଶା ଅଭିଭାବକ ମହାସଂଘର ପ୍ରେସମିଟ। ଘରୋଇ ସ୍କୁଲର ଫି ଛାଡ଼ ପ୍ରସଙ୍ଗରେ ହାଇକୋର୍ଟର ରାୟକୁ ନେଇ ଓଡିଶା ଅଭିଭାବକ ମହାସଂଘର ସାମ୍ବାଦିକ ସମ୍ମିଳନୀ କରିଛି। ଜାନୁଆରୀ ୭ରେ ଏନେଇ ଶେଷ ଶୁଣାଣି ହୋଇଥିବାବେଳେ ଗତକାଲି(ରବିବାର) ଫାଇନାଲ ଜଜମେଣ୍ଟ ଆସିଛି। କୋର୍ଟର ଶୁଣାଣି ଅନୁଯାୟୀ, ରାଜ୍ୟର ସମସ୍ତ ଘରୋଇ ସ୍କୁଲ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣାଧୀନ। ପୂର୍ବରୁ ରାଜ୍ୟ ସରକାର, ଅଭିଭାବକ ଓ ଘରୋଇ ସ୍କୁଲ ସଙ୍ଘ ସହ ଏକ ଏମଓୟୁ ହୋଇଥିଲା। ଯାହାକୁ ମାନିବାକୁ କୋର୍ଟ କହିଛନ୍ତି। ଏବଂ ସ୍କୁଲ ଗୁଡିକ ମୁନାଫାଖୋର ନହୋଇ ଏକ ନିର୍ଦ୍ଦିଷ୍ଟ ଫି ନିର୍ଦ୍ଧାରଣ କରନ୍ତୁ ବୋଲି ଦାବି କରିଛି ଅଭିଭାବକ ସଂଘ।