‘ପଜିଟିଭ ହେଲେ ଭୟଭୀତ ହୁଅନ୍ତୁ ନାହିଁ, ଗର୍ଭବତୀଙ୍କୁ ଟିକା ମନା’ - ରାଜ୍ୟ ସରକାରଙ୍କ ସାମ୍ବାଦିକ ସମ୍ମିଳନୀ

🎬 Watch Now: Feature Video

thumbnail

By

Published : May 5, 2021, 7:19 PM IST

ଭୁବନେଶ୍ବର: ଯଦି ଜଣେ ବ୍ୟକ୍ତି ପଜିଟିଭ ଚିହ୍ନଟ ହେଉଛନ୍ତି ତେବେ ଭୟଭୀତ ନହୋଇ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ଶରୀରରେ ଅକ୍ସିଜେନ୍ ମାତ୍ର କମିଯାଉଥିଲେ ଡାକ୍ତରଙ୍କୁ ତୁରନ୍ତ ଜଣାଇବାକୁ ସାମ୍ବାଦିକ ସମ୍ମିଳନୀରେ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି । ସେହିପରି କୋଭିଡ ସଂକ୍ରାନ୍ତୀୟ କିଛିବି ସମସ୍ୟା ଦେଖାଦେଲେ ତୁରନ୍ତ ୧୦୪କୁ କଲ କରି ଜଣାଇବାକୁ କୁହାଯାଇଛି । ସେହିପରି ଗର୍ଭବତୀ ମହିଳାଙ୍କୁ ଟିକା ନେବାକୁ ବାରଣ କରାଯାଇ ଥିବାବେଳେ ସନ୍ତ୍ୟପାନ କରାଉଥିବା ମହିଳାଙ୍କୁ ମଧ୍ୟ ଟିକା ନେବା ମନା କରିଛନ୍ତି ବିଶେଷଜ୍ଞ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.