ଆଦିବାସୀ କୋରୋନା ଯୋଦ୍ଧା, ସାଇକେଲରେ ଗୀତ ଗାଇ କରୁଛନ୍ତି ସଚେତନ

🎬 Watch Now: Feature Video

thumbnail

By

Published : Jun 5, 2020, 4:22 PM IST

ନୂଆପଡା: ବଣ ପାହାଡ ଘେରା ଦୁର୍ଗମ ନୂଆପଡା ଜିଲ୍ଲା ମହୁଲଝରଣ ଗାଁର ମୁଖିଆ ପିଙ୍ଗଲ ସିଂ ମାଝୀ । ବୟସ 85 ବର୍ଷ । କୋରୋନା ବିରୋଧରେ ସରଳ ଭାଷାରେ ସଙ୍ଗୀତ ରଚନା କରି ନିଜେ ଗାଈ ସାଇକେଲରେ ଗାଁ ଗାଁ ବୁଲି ଲୋକଙ୍କୁ କରୁଛନ୍ତି ସଚେତନ । ଆଉ ପାଲଟିଛନ୍ତି ଆଦିବାସୀ ମୁଲକର କୋରୋନା ଯୋଦ୍ଧା । ସହରର ଚାକଚକ୍ୟରୁ ବହୁ ଦୂରରେ ଥିବା ଏହି ସରଳ ଆଦିବାସୀ ମଧ୍ୟ ସଂଗ୍ରାମୀ ପିଙ୍ଗଲ ସିଂ ମାଝୀଙ୍କ ଗୀତକୁ ସହଜରେ ବୁଝୁଛନ୍ତି ଆଉ ତାଙ୍କ କଥା ମଧ୍ୟ ମାନୁଛନ୍ତି।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.