ETV Bharat / state

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା: କିଏ ହାତେଇଲେ କେଉଁ ପୁରସ୍କାର ? - ODISHA STATE FILM AWARDS

ଘୋଷଣା ହୋଇଛି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର । 3 ବର୍ଷର ଚଳଚ୍ଚିତ୍ର ପୁରସ୍କାର ଘୋଷଣା । ନଭେମ୍ବର 17ରେ ମିଳିବ ପୁରସ୍କାର ।

STATE FILM AWARDS
STATE FILM AWARDS (ETV Bharat Odisha)
author img

By ETV Bharat Odisha Team

Published : Nov 14, 2024, 10:11 PM IST

ଭୁବନେଶ୍ବର: ସରିଛି ଅପେକ୍ଷା । ଘୋଷଣା ହୋଇଛି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର । ୩ ବର୍ଷ ଅର୍ଥାତ ୨୦୨୦,୨୧ ଓ ୨୨ ପାଇଁ ଘୋଷଣା ହୋଇଛି ପୁରସ୍କାର । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ୩୩ଟି ବର୍ଗରେ ଦିଆଯାଉଛି ପୁରସ୍କାର । ‘ଜୀବନ ବ୍ୟାପୀ ସାଧନା ସମ୍ମାନ’ ପୁରସ୍କାର ପାଇବେ ନିର୍ଦ୍ଦେଶକ ଅନନ୍ତ ମହାପାତ୍ର । କାବ୍ୟା କିରଣ ଶୁକ୍ଳା ପାଇବେ ଶ୍ରେଷ୍ଠ ଅଭିନେତ୍ରୀ ଓ ପ୍ରତୀକ୍ଷା ସିନେମାକୁ ମିଳିବ ରାଜ୍ୟ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର । ସେହିପରି 2022 ଶ୍ରେଷ୍ଠ ଚଳଚିତ୍ର ‘ଦମନ’ । ଓଡ଼ିଆ ଭାଷା ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହି ଘୋଷଣା କରିଛନ୍ତି । ଆସନ୍ତା ନଭେମ୍ବର 17ରେ ପୁରସ୍କାର ପ୍ରଦାନ କରାଯିବ ।

ନିର୍ଦ୍ଦେଶକ ଅନନ୍ତ ମହାପାତ୍ର ପାଇବେ ମୋହନ ସୁନ୍ଦର ଦେବ ଗୋସ୍ବାମୀ ପୁରସ୍କାର:

STATE FILM AWARDS (ETV Bharat Odisha)

ଚଳଚ୍ଚିତ୍ର ଜଗତରେ ଜୀବନବ୍ୟାପି ସାଧନା ପାଇଁ ସର୍ବୋଚ୍ଚ ପୁରସ୍କାର "ମୋହନ ସୁନ୍ଦର ଦେବ ଗୋସ୍ବାମୀ ପୁରସ୍କାର’ ଘୋଷଣା ହୋଇଛି । ୨୦୨୦ ବର୍ଷ ମୋହନ ସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର ତଥା ଜୀବନ ବ୍ୟାପୀ ସାଧନା ସମ୍ମାନ ପୁରସ୍କାର ପାଇବେ ନିର୍ଦ୍ଦେଶକ ଅନନ୍ତ ମହାପାତ୍ର । ୨୦୨୧ ବର୍ଷ ପାଇଁ ମୋହନ ସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର ପାଇବେ ବରିଷ୍ଠ ଚିତ୍ରତ୍ତୋଳନକାରୀ ଶ୍ରୀନିବାସ ମହାପାତ୍ର । 2022 ପାଇଁ ହାସ୍ୟ ଅଭିନେତା ଜୟୀରାମ ସାମଲଙ୍କୁ ଜୀବନବ୍ୟାପି ସାଧନା ପୁରସ୍କାର ଦିଆଯିବ । ୨୦୨୦ ଶହୀଦ ରଘୁ ସର୍ଦ୍ଦାର ଚଳଚ୍ଚିତ୍ର ପାଇଁ ଅଭିନେତ୍ରୀ କାବ୍ୟା କିରଣ ଶୁକ୍ଳା ପାଇବେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର । ୨୦୨୧ ବର୍ଷ ପାଇଁ ପ୍ରତୀକ୍ଷା ସିନେମାକୁ ମିଳିବ ରାଜ୍ୟ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ।

ଜୀବନ ବ୍ୟାପୀ ସାଧନା ସମ୍ମାନ:

  • ନିର୍ଦ୍ଦେଶକ ଅନନ୍ତ ମହାପାତ୍ର(୨୦୨୦)
  • ଶ୍ରୀନିବାସ ମହାପାତ୍ର (୨୦୨୧)
  • ହାସ୍ୟ ଅଭିନେତା ଜୟୀରାମ ସାମଲ (2022)

ଶ୍ରେଷ୍ଠ ଚଳଚିତ୍ର:

  • ସହୀଦ ରଘୁ ସର୍ଦ୍ଦାର (2020)
  • ପ୍ରତୀକ୍ଷା ଓ ଡାଲଚିନି (2021)
  • ଦମନ (2022)

32ତମ ଓଡିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର-2020

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର
ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର (2020) (ETV Bharat Odisha)

ଶ୍ରେଷ୍ଠ ଚଳଚ୍ଚିତ୍ର (ସହିଦ ରଘୁ ସର୍ଦ୍ଦାର)

ଶ୍ରେଷ୍ଠ ନିର୍ଦ୍ଦେଶକ (ରାକେଶ ସାମଲ-ଫିଲ୍ମ ରୋମିଓ ରାଜା)

ଶ୍ରେଷ୍ଠ ଅଭିନେତା (ଦେବାଶିଷ ପାତ୍ର, ଫିଲ୍ମ ସହିଦ ରଘୁ ସର୍ଦ୍ଦାର)

ଶ୍ରେଷ୍ଠ ଅଭିନେତ୍ରୀ - କାବ୍ୟା କିରଣ ଶୁକ୍ଲା, ଫିଲ୍ମ ସହିଦ ରଘୁ ସର୍ଦ୍ଦାର

ଶ୍ରେଷ୍ଠ କାହାଣୀକାର - ଡଃ ବିଶ୍ବନାଥ ପଟ୍ଟନାୟକ, ଫିଲ୍ମ ସହିଦ ରଘୁ ସର୍ଦ୍ଦାର

ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ - ବୈଦନାଥ ମିଶ୍ର, ଫିଲ୍ମ ରୋମିଓ ରାଜା

ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ- ସରୋଜ କୁମାର(ଗୀତ-ଜୀବନ ତୁ କୋଇ ସୁଖପାଉରେ)

ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା- ଅସୀମା ପଣ୍ଡା(ଗୀତ, ବହୁଦିନପରେ)

ଶ୍ରେଷ୍ଠ ଚିତ୍ରଗ୍ରହଣ- ନିରଞ୍ଜନ ଦାଶ, ରାଜେଶ ଯୋଗୀ ( ଫିଲ୍ମ ସହିଦ ରଘୁ ସର୍ଦ୍ଦାର)

ଶ୍ରେଷ୍ଠ ସମ୍ପାଦନା- ରାଜେଶ ଦାଶ (ଫିଲ୍ମ ରୋମିଓ ରାଜା)

ଶ୍ରେଷ୍ଠ ଗୀତିକାର- ପଞ୍ଚାନନ ନାୟକ

ସ୍ବତନ୍ତ୍ର ଜୁରୀ ପୁରସ୍କାର - ବର୍ଷା ପ୍ରିୟଦର୍ଶିନୀ (ଫିଲ୍ମ କୁଇନ)

33ତମ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର -2021

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର
ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର (2021) (ETV Bharat Odisha)

ଶ୍ରେଷ୍ଠ ଚଳଚ୍ଚିତ୍ର - ପ୍ରତୀକ୍ଷା,ଡାଲଚିନି

ଶ୍ରେଷ୍ଠ ନିର୍ଦ୍ଦେଶକ -ସୁରେଶ ପଟ୍ଟନାୟକ, ଫିଲ୍ମ ତୃଷ୍ଣା

ଶ୍ରେଷ୍ଠ ଅଭିନେତା - ଅଙ୍କିତ କୁମାର (ଫିଲ୍ମ ଭୋକ), ଦୀପନ୍ବିତ ଦାଶମହାପାତ୍ର(ଫିଲ୍ମ ପ୍ରତୀକ୍ଷା

ଶ୍ରେଷ୍ଠ ଅଭିନେତ୍ରୀ - ସୂର୍ଯ୍ୟମୟୀ ମହାପାତ୍ର,ଡାଲଚିନି

ଶ୍ରେଷ୍ଠ କାହାଣୀକାର - ରଞ୍ଜନ ଦାସ (ଭୋକ), ଗୌରହରି ଦାସ(ପ୍ରତୀକ୍ଷା)

ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ - ଅଭିଜିତ ମଜୁମଦାର(ତୃଷ୍ଣା)

ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ- ସ୍ବୟମ ପ୍ରଭାସ ପାଢୀ, ଗୀତ- ଅନାବନା ବାଟ ସବୁ ଲାଗେ ଆପଣା

ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା- ସୋହିନୀ ମିଶ୍ର (ଗୀତ-ହାଏରେ ମୁଁ ଅରୁନ୍ଧତୀ)

ଶ୍ରେଷ୍ଠ ଚିତ୍ରଗ୍ରହଣ-ଦୀପକ କୁମାର ଘଡାଇ, ଫିଲ୍ମ ଚକ୍ଷୁ ବନ୍ଧନ

ଶ୍ରେଷ୍ଠ ସମ୍ପାଦନା- ମାନସ କୁମାର ସାହୁ, ଚକ୍ଷୁବନ୍ଧନ

ଶ୍ରେଷ୍ଠ ଗୀତିକାର- ଚିନ୍ମୟ ଦାସ ପଟ୍ଟନାୟକ

34ତମ ଓଡିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର -2022

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା
ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା(2022) (ETV Bharat Odisha)

ଶ୍ରେଷ୍ଠ ଚଳଚ୍ଚିତ୍ର - ଦମନ

ଶ୍ରେଷ୍ଠ ନିର୍ଦ୍ଦେଶକ -ସୁଧାଶୁଂ ମୋହନ ସାହୁ (ମାୟାବୀ)

ଶ୍ରେଷ୍ଠ ଅଭିନେତା- ବାବୁଶାନ ମହାନ୍ତି (ଦମନ)

ଶ୍ରେଷ୍ଠ ଅଭିନେତ୍ରୀ - ଲୋପାମୁଦ୍ରା ମିଶ୍ର, ବୋଉର ହାତବାକ୍ସ

ଶ୍ରେଷ୍ଠ କାହାଣୀକାର - ମିହିର ରଞ୍ଜନ ଆଚାର୍ଯ୍ୟ, ବାଘ ବଜାରୀ

ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ - ପଙ୍କଜ ଜାଲ, ଖରା

ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ- ମାଧବ ଦାସ, ଗୀତ-ଯା ରେ ମନ ମୋର

ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା- ଦୀପ୍ତିରେଖା ପାଢୀ, ଗୀତ-କେହି ଜଣେ ମତେ ଛୁଏଁରେ

ଶ୍ରେଷ୍ଠ ଚିତ୍ରଗ୍ରହଣ- ପ୍ରତାପ ରାଉତ(ଦମନ)

ଶ୍ରେଷ୍ଠ ସମ୍ପାଦନା- ଦେବୀ ପ୍ରସାଦ ଲେଙ୍କା (ଦମନ)

ଶ୍ରେଷ୍ଠ ଗୀତିକାର- ଚୂଡାମଣି ଚନ୍ଦନ, ମାଟି ସାଙ୍ଗେ ମାଟି ହେବୁ

ଏହା ମଧ୍ୟ ପଢନ୍ତୁ:

ନୂଆବର୍ଷରେ ଆସୁଛି ଓଡିଆ ଫିଲ୍ମ 'ଆଞ୍ଜେଲ', ରିଲିଜ ହେଲା ମୋସନ ପୋଷ୍ଟର

ଖୁବଶୀଘ୍ର ଆସୁଛି ଓଡ଼ିଶା ମାଟିର କଥା ନେଇ ପ୍ରସ୍ତୁତ 'ଜଙ୍ଗଲ ଜଳୁଛେ', ପୋଷ୍ଟର ଆଉଟ୍

ଜାତୀୟ ପୁରସ୍କାର ପାଇ ଫେରିଲା 'ଦମନ' ଟିମ, ଓଡ଼ିଶାବାସୀଙ୍କୁ ଶ୍ରେୟ ଦେଲେ ନିର୍ମାତା

‘ମୋଦନ ସୁନ୍ଦର ଦେବ ଗୋସ୍ବାମୀ ପୁରସ୍କାର’ ନିମନ୍ତେ ଟ.୫,୦୦,୦୦୦ (ପାଞ୍ଚ ଲକ୍ଷ ଟଙ୍କା ), ଶ୍ରେଷ୍ଠ ପୂର୍ଣାଙ୍ଗ ଚଳଚ୍ଚିତ୍ର ପାଇଁ ୨୦୦,୦୦୦ ( ଦୁଇ ଲକ୍ଷ),ମୋଟ ୩୩ ଗୋଟି ବର୍ଗରେ ପ୍ରତି ବର୍ଷ ଜୁରୀ ଦ୍ବାରା ଚୟନ ହୋଇଥିବା କଳାକାରମାନଙ୍କୁ ଆର୍ଥିକ ପୁରସ୍କାର ସହିତ ମାନପତ୍ର ଓ ସମ୍ବନ୍ଧିତ କରାଯିବାର ବ୍ୟବସ୍ଥା ଅଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.