ଖାଦ୍ୟ ବଣ୍ଟନ ବେଳେ ଭୁଲିଗଲେ ସାମାଜିକ ଦୂରତ୍ବ - ଖାଦ୍ୟ ବଣ୍ଟନ
🎬 Watch Now: Feature Video
କଟକ: ନିରାଶ୍ରୟ ମାନଙ୍କୁ ଖାଦ୍ୟ ବାଣ୍ଟୁଛନ୍ତି ଅନେକ ଲୋକ । ହେଲେ ଏହାରି ଭିତରେ ଆଉ ଗୋଟିଏ କଥା ସମ୍ନାକୁ ଆସୁଛି । ଖାଦ୍ୟ ବଣ୍ଟନ ବେଳେ ସେମାନେ ସାମାଜିକ ଦୂରତ୍ବ ଅବଲମ୍ବନ କରୁଛନ୍ତି ତ ? ତେବେ ଦେଖନ୍ତୁ କଟକ କଲେଜ ଛକ ନିକଟରେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଖାଦ୍ୟ ବଣ୍ଟାଯିବା ବେଳେ କେମିତି ଥିଲା ଦୃଶ୍ୟ...