କେବେ ସମାଧାନ ହେବ ବାଢୁନପାଣି ଗାଁର ସମସ୍ୟା ? - କେବେ ସମାଧାନ ହେବ ବାଢୁନପାଣି ଗାଁର ସମସ୍ୟା

🎬 Watch Now: Feature Video

thumbnail

By

Published : Feb 26, 2020, 9:43 PM IST

ନୂଆପଡା: ସିନାପାଲି ବ୍ଲକର ବାଢୁନପାଣି ଗାଁର ବିକାଶ ଏବେ ବି ଅଧୁରା । ସ୍ଵାଧୀନତାର 72 ବର୍ଷ ପରେ ମଧ୍ୟ ଏହି ଗାଁଲୋକଙ୍କୁ ମିଳିପାରିନାହିଁ ମୌଳିକ ସୁବିଧା ସୁଯୋଗ । ଗମନାଗମନ ପାଇଁ ଭଲ ରାସ୍ତାଟିଏ ନଥିବା ବେଳେ ବିଜୁଳି, ପାଣି, ଶିକ୍ଷା, ସ୍ୱାସ୍ଥ୍ୟ ଆଦି ସେବା ସାତ ସପନ ପାଲଟିଛି । ଜିଲ୍ଲାପ୍ରଶାସନ ପାଖରେ ଗ୍ରାମବାସୀ ବାରମ୍ବାର ଲିଖିତ ଜଣାଇଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇପାରିନାହିଁ । ଯାହାଫଳରେ ଗ୍ରାମର ଲୋକମାନେ ପଡୋଶୀ କଳାହାଣ୍ଡି ଜିଲ୍ଲା ଉପରେ ନିର୍ଭରଶୀଳ ହେଉଥିବା ଦେଖିବାକୁ ମିଳିଛି ।ନୂଆପଡା: ସିନାପାଲି ବ୍ଲକର ବାଢୁନପାଣି ଗାଁର ବିକାଶ ଏବେ ବି ଅଧୁରା । ସ୍ଵାଧୀନତାର 72 ବର୍ଷ ପରେ ମଧ୍ୟ ଏହି ଗାଁଲୋକଙ୍କୁ ମିଳିପାରିନାହିଁ ମୌଳିକ ସୁବିଧା ସୁଯୋଗ । ଗମନାଗମନ ପାଇଁ ଭଲ ରାସ୍ତାଟିଏ ନଥିବା ବେଳେ ବିଜୁଳି, ପାଣି, ଶିକ୍ଷା, ସ୍ୱାସ୍ଥ୍ୟ ଆଦି ସେବା ସାତ ସପନ ପାଲଟିଛି । ଜିଲ୍ଲାପ୍ରଶାସନ ପାଖରେ ଗ୍ରାମବାସୀ ବାରମ୍ବାର ଲିଖିତ ଜଣାଇଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇପାରିନାହିଁ । ଯାହାଫଳରେ ଗ୍ରାମର ଲୋକମାନେ ପଡୋଶୀ କଳାହାଣ୍ଡି ଜିଲ୍ଲା ଉପରେ ନିର୍ଭରଶୀଳ ହେଉଥିବା ଦେଖିବାକୁ ମିଳିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.