ଭଙ୍ଗା ଦଦରା ଘରେ ବିତୁଛି ଅସହାୟ ମହିଳାଙ୍କ ଜୀବନ - ଭଙ୍ଗା ଦଦରା ଘରେ ବିତୁଛି ଅସହାୟ ମହିଳାଙ୍କ ଜୀବନ
🎬 Watch Now: Feature Video
ସମ୍ବଲପୁର: ଭଙ୍ଗା ଦଦରା ଘରେ କଟୁଛି ଜୀବନ । କାନ୍ଥ ଫାଟି ଆଁ କରିଛି । ସେପଟେ ଛାତରୁ ପାଣି ଗଳୁଛି । ସେଇ ଗୋଟିଏ ଘରେ ଖାଇବା ଓ ଶୋଇବା । ଘରର ଅବସ୍ଥା ଏତେ ଶୋଚନୀୟ ହୋଇପଡିଛି ଯେ, ଯେକୌଣସି ମୂହୂର୍ତ୍ତରେ ଭାଙ୍ଗି ଯିବାର ବି ସମ୍ଭାବନା ରହିଛି । ଏହା କୌଣସି ଉପାନ୍ତ ଜିଲ୍ଲା ନୁହେଁ ବରଂ ସମ୍ବଲପୁର ମହାନଗର ନିଗମରୁ ମାତ୍ର 5 କିମି ଦୂର 36 ନମ୍ବର ୱାର୍ଡ ଭତ୍ରା ଗାଁ ର ସପନେଶ୍ବର ନଗରର ଦୃଶ୍ୟ । ସରକାରୀ ଯୋଜନାରେ ଘର ଖଣ୍ଡେ ପାଇଁ ଜିଲ୍ଲା ପ୍ରଶାସନ ଓ ମହାନଗର ନିଗମକୁ ଦଉଡି ଦଉଡି ନୟାନ୍ତ । ହେଲେ ଆଜି ଯାଏଁ ଘର ଖଣ୍ଡେ ପାଇ ପାରିଲେ ନାହିଁ ଅସହାୟ ମହିଳା ବାସନ୍ତୀ ପ୍ରଧାନ । ଫଳରେ ଏପରି ବିପଦ ଜନକ ଅବସ୍ଥାରେ ଭାଗ୍ୟକୁ ଆଦରି ପଡି ରହିଛନ୍ତି ।
TAGGED:
ସମ୍ବଲପୁର ମହାନଗର ନିଗମ