thumbnail

By

Published : Sep 11, 2020, 2:54 PM IST

Updated : Sep 11, 2020, 10:05 PM IST

ETV Bharat / Videos

‘ମୋଦିଙ୍କ ଇସାରାରେ ନାଚୁଛନ୍ତି ନବୀନ’

ଭୁବନେଶ୍ବର: ପୁଣି ଥରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତ ରାୟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଯୋଡି ହୋଇଛନ୍ତି । ଏପରିକି ମୋଦିଙ୍କ ଇସାରାରେ ନବୀନ ନାଚୁଛନ୍ତି ବୋଲି ସୁର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ନବୀନ ନିଜ ବଳରେ ଓଡିଶାରେ ଶାସନ କରୁଛନ୍ତି, ତେଣୁ ମୋଦିଙ୍କ ସହ ଯୋଡି ନହୋଇ ରାଜ୍ୟ ପାଇଁ କେନ୍ଦ୍ରଠୁ ଜିଏସଟି ଆଦାୟ କରନ୍ତୁ । ଯେମିତି ବିଜୁ ବାବୁ କେନ୍ଦ୍ରଠୁ ରାଜ୍ୟର ପ୍ରାପ୍ୟ ଆଦାୟ କରୁଥିଲେ । ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ
Last Updated : Sep 11, 2020, 10:05 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.