ସ୍କୁଲ ଖୋଲିବା ଉପରେ ଏମିତି କହିଲେ ଗଣଶିକ୍ଷା ମନ୍ତ୍ରୀ - ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-9379852-thumbnail-3x2-sameerdas.jpg)
ଭୁବନେଶ୍ବର: ନଭେମ୍ବର 16ରୁ ନବମରୁ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲିବ ସ୍କୁଲ। ଏଥିପାଇଁ ଶିକ୍ଷା ବିଭାଗ ପ୍ରସ୍ତୁତ ହେଉଛି ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି । ଏସଓପି ଜାରି ନେଇ ବିଭାଗୀୟ ସଚିବ ସମସ୍ତ ଷ୍ଟେକହୋଲ଼୍ଡରଙ୍କ ସହ ଆଲୋଚନା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କେଉଁ ତାରିଖରେ ଛାତ୍ରଛାତ୍ରୀଙ୍କ ପାଇଁ କେବେ ଖୋଲିବ ସ୍କୁଲ ସେ ସମ୍ପର୍କରେ ଖୁବଶୀଘ୍ର ଘୋଷଣା ହେବ । ଏନେଇ ଏସଆରସିଙ୍କୁ ମଧ୍ୟ ପ୍ରସ୍ତାବ ପଠାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।