thumbnail

By

Published : Jun 17, 2020, 6:35 PM IST

ETV Bharat / Videos

ଭାରତ-ଚୀନ ଯବାନ ମୁହାଁମୁହିଁ: ଓଡିଆ ପୁଅ ନନ୍ଦୁରାମ ସୋରେନ ଶହୀଦ

ରାଇରଙ୍ଗପୁର: ଲଦାଖର ଗଲୱାନ ଉପତ୍ୟକାର ଭାରତ-ଚୀନ ପ୍ରକୃତ ନିୟନ୍ତ୍ରଣ ରେଖା(ଏଲଏସି)ରେ ସଂଘଟିତ ରାତିଅଧିଆ ଆକ୍ରମଣରେ ଶହୀଦ ହୋଇଛନ୍ତି ଭାରତର ୨୦ ଯବାନ। ତେବେ ଏହି ଶହୀଦ ବୀର ଯବାନଙ୍କ ମଧ୍ୟରେ ଅଛନ୍ତି ରାଇରଙ୍ଗପୁର ମାଟିର ପୁଅ ନନ୍ଦୁରାମ ସୋରେନ । ବୁଧବାର ସକାଳେ ଏ ଖବର ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.