ଇସ୍ରୋ ଯିବେ ଲାଲଗଡର ଛାତ୍ର ଅବିନାଶ - Mao area student Avinash Behera

🎬 Watch Now: Feature Video

thumbnail

By

Published : Dec 23, 2019, 3:08 PM IST

ମାଓ ଇଲାକାର ଛାତ୍ର ଯିବେ ଇସ୍ରୋ । ଦୃଢ ଇଚ୍ଛାଶକ୍ତି ଏବଂ ପ୍ରତିଭା ବଳରେ ଏଭଳି ଅସମ୍ଭବକୁ ସମ୍ଭବ କରିଛନ୍ତି ମାଲକାନଗିରି ଜିଲ୍ଲା ବାଲିମେଳା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର 10ମ ଶ୍ରେଣୀ ଛାତ୍ର ଅବିନାଶ ବେହେରା । ପଢନ୍ତୁ ଅବିନାଶଙ୍କ ଇସ୍ରୋ ଯାତ୍ରା ସମ୍ପର୍କରେ...

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.