ମାଲକାନାଗିରିରେ ବନ୍ୟା ପରିସ୍ଥିତି: ବଢୁଛି କାବେରୀ, ସିଲେରୁ ଓ ଗୋଦାବରୀ ଜଳସ୍ତର

By

Published : Aug 18, 2020, 4:42 PM IST

thumbnail
ମାଲକାନାଗିରି: ନଦୀ-ନାଳ, ରାସ୍ତା-ଘାଟ, ଗାଁ-ଗଣ୍ଡା ପାଣିରେ ଉବୁଟୁବୁ । ଜନଜୀବନ ଅସ୍ତବ୍ୟସ୍ତ। ମହାମାରୀ କୋରୋନା ସାଙ୍ଗକୁ ପାଞ୍ଚଦିନ ହେଲା ତୁହାକୁ ତୁହା ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଜିଲ୍ଲାବାସୀଙ୍କ ନିଦ ହଜାଇ ଦେଇଛି । ପୋଡିଆ ବ୍ଲକ ବୋଜାଗୁଡା ନିକଟରେ ବୋହିଯାଇଥିବା ସାବେରୀ ନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ଜଳବନ୍ଦୀ ଏହି ଗ୍ରାମବାସୀ । ଜଳବନ୍ଦୀରେ ଫସିଥିବା ଗ୍ରାମବାସୀଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ ବିଭାଗର କର୍ମଚାରୀ। ଉଦ୍ଧାର କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କୁ ପ୍ରଶଂସା କରିଛନ୍ତି ଅଗ୍ନିଶମ ଡିଜି ସତ୍ୟଜିତ ମହାନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.