ଆଇସୋଲେସନରେ ମାନସିକ ସ୍ଥିତି, ଶୁଣନ୍ତୁ ଡାକ୍ତରଙ୍କ ମୁହଁରୁ... - Mental stage in isolation

🎬 Watch Now: Feature Video

thumbnail

By

Published : Apr 10, 2020, 8:28 PM IST

Updated : Apr 11, 2020, 3:13 PM IST

କଟକ: କୋରୋନା ମୁକାବିଲାର ଏକମାତ୍ର ମାଧ୍ୟମ ହେଉଛି ଆଇସୋଲେସନ । ହେଲେ ଆଇସୋଲେସନରେ ଏକା ରହିଲେ ଅନେକ ମାନସିକ ଦୁଶ୍ଚିନ୍ତା ଆସିଥାଏ। ତେବେ କେମିତି ରହିବେ ଆଇସୋଲେସନରେ ? ଡାକ୍ତରୀ ଭାଷାରେ ଏହାର ଅର୍ଥ କଣ? ମଣିଷ ଆଇସୋଲେସନକୁ ଗଲେ ସେ କିଭଳି ମାନସିକ ସ୍ଥିତି ଦେଇ ଗତି କରେ? ଏହି ସମୟରେ କଣ କରିବାକୁ ପଡିବ? ପରିବାରର ଭୂମିକା କେମିତି ରହିବା ଦରକାର? ଏ ସମସ୍ତ ପ୍ରଶ୍ନର ଉତ୍ତର ପାଇଁ ମାନସିକ ବିଭାଗର ଡ଼ାକ୍ତର ସମ୍ରାଟ କରଙ୍କ ସହ ଆଲୋଚନା କରିଛନ୍ତି ଆମ କଟକ ସମ୍ବାଦଦାତା ନାରାୟଣ ସାହୁ ।
Last Updated : Apr 11, 2020, 3:13 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.