କୋରୋନା ଭୟରେ ହସ୍ପିଟାଲ ଆସୁ ନାହାନ୍ତି ରୋଗୀ, ଖାଁ ଖାଁ ଓପିଡି

🎬 Watch Now: Feature Video

thumbnail
କଳାହାଣ୍ଡି: ରାଜ୍ୟରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଥିବା ବେଳେ ସ୍ଥିତି ପରିଚାଳନା ପାଇଁ ତତ୍ପର ରାଜ୍ୟ ସରକାର । ପ୍ରତି ଜିଲ୍ଲାରେ କୋରୋନା ମୁକାବିଲା ପାଇଁ ଖୋଲିଛି ସ୍ବତନ୍ତ୍ର କୋଭିଡ଼ ହସ୍ପିଟାଲ । ହେଲେ ଏସବୁ ଭିତରେ କିନ୍ତୁ ଏବେ ଖାଁ ଖାଁ ଡାକ୍ତରଖାନାର ଓପିଡି। କଳାହାଣ୍ଡି ଜିଲ୍ଲା କେସିଙ୍ଗା ଡାକ୍ତରଖାନାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏବେ ଆଉ ଦେଖିବାକୁ ମିଳୁ ନାହିଁ ରୋଗୀଙ୍କ ଭିଡ଼ । ଆଉ ଏହାର କାରଣ ହେଉଛି ଚାରିଆଡେ ବ୍ୟାପିଥିବା କୋରୋନାର ଭୟ । ଲୋକଙ୍କ ମନରେ କୋରୋନା ସଂକ୍ରମିତ ହୋଇଯିବା ନେଇ ଭୟ ଲାଗିରହୁଛି । ଯାହା କାରଣରୁ ସେମାନେ ଅସୁସ୍ଥ ଥିବା ସତ୍ତ୍ବେ ଡାକ୍ତରଖାନାକୁ ଆସିବାକୁ ଅମଙ୍ଗ ହେଉଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.