ସାଧାରଣତନ୍ତ୍ର ଦିବସରେ ହିଂସା ଛାଡି ଆତ୍ମସମର୍ପଣ କରନ୍ତୁ ମାଓବାଦୀ: ପୋଲିସ ଡିଜି

By

Published : Jan 24, 2021, 11:52 AM IST

thumbnail
ଭୁବନେଶ୍ବର: 72ତମ ସାଧାରଣତନ୍ତ୍ର ଦିବସକୁ ନେଇ ଜୋରସୋରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଆଜି ଗାନ୍ଧୀମାର୍ଗରେ ଶେଷ ପରେଡ ଅଭ୍ୟାସ କରାଯାଇଛି । ପରେଡ ଅଭ୍ୟାସର ଶେଷ ଦିନରେ ପୋଲିସ ଡିଜି ଅଭିବାଦନ ଜଣାଇଥିଲେ । ଏହି ଅବସରରେ ସେ ମାଓବାଦୀଙ୍କୁ ଆତ୍ମସମର୍ପଣ କରିବାକୁ ଆହ୍ବାନ ଦେଇଛନ୍ତି । ହିଂସାର ବାଟ ଛାଡି ମୁଖ୍ୟସ୍ରୋତରେ ସାମିଲ ହେବାକୁ କହିଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅଭୟ । ସାଧାରଣତନ୍ତ୍ର ଦିବସରେ ବ୍ୟାପକ ପ୍ରସ୍ତୁତି ହୋଇଥିବାବେଳେ ଏଥର 25 ପ୍ଲାଟୁନ ଫୋର୍ସକୁ ନିୟୋଜିତ କରାଯାଇଛି ବୋଲି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ କହିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.