କନ୍ଧମାଳର ଗର୍ବ ଇସ୍ରୋ ବୈଜ୍ଞାନିକ ଅଭିମନ୍ୟୁ - kandhamal news

🎬 Watch Now: Feature Video

thumbnail

By

Published : Oct 11, 2019, 10:26 AM IST

ପଙ୍କରେ ପଦ୍ମ । ନିପଟ ମଫସଲରୁ ମହାକାଶ । ସିମ୍ବାଲି ଗାଁରୁ ଶ୍ରୀହରିକୋଟା ଯାତ୍ରା । ସହଜ ନଥିଲା, ତଥାପି ଅଭାବ  ଅସୁବିଧାକୁ ଅଣଦେଖା କରି ବିଜ୍ଞାନଙ୍କୁ ଜିଣିଛନ୍ତି ଅଭିମନ୍ୟୁ ମଲ୍ଲିକ । ହୋଇଛନ୍ତି ଭାରତୀୟ ମହାକାଶ ଗବେଷଣା କେନ୍ଦ୍ରର ବୈଜ୍ଞାନିକ । ତେବେ ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ କନ୍ଧମାଳ ସମ୍ବାଦଦାତା ସଦାଶିବ ପାତ୍ର ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.