thumbnail

By

Published : Jun 17, 2021, 9:39 AM IST

ETV Bharat / Videos

'ଓଃ ବିଉଟିଫୁଲ...ମୋ ଜାତକରେ ଏମିତି ଅଣ୍ଡା ଦେଖିନି'

ଭୁବନେଶ୍ବର: ବିଉଟିଫୁଲ.... ! ଓଃ କି ଅଣ୍ଡା, ଏଡ଼େ ବଡ଼ ବଡ଼ ଅଣ୍ଡା ! ମୋ ଜାତକରେ ଏମିତି ଅଣ୍ଡା ଦେଖିନି । ବିଉଟିଫୁଲ ଶବ୍ଦରୁ ଆମେ କାହା କଥା କହିବାକୁ ଚାହୁଁଛୁ, ତାହା ଆପଣମାନେ ଠଉରେଇ ସାରିଥିବେ ନିଶ୍ଚୟ । ହଁ ଆମେ କହୁଛୁ ରାଜ୍ୟର ବରିଷ୍ଠ ନେତା ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ କଥା । ଶେଷ ରଜରେ ସହର ଉପକଣ୍ଠରେ ଥିବା ନନଭେଜ ୱାର୍ଡ ବୁଲିଛନ୍ତି ସୁର ଭାଇ । ଶେଷ ରଜ ଆମିଷ ବାର ପଡ଼ିଥିବାରୁ ଫାର୍ମରୁ ନିଜ ପସନ୍ଦର ମାଂସ କିଣି ନେଇଛନ୍ତି ସୁର ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.