thumbnail

By

Published : Dec 16, 2020, 10:53 PM IST

ETV Bharat / Videos

ଆଜି ପରୀ ଜନ୍ମଦିନ: ଝୁରୁଛି ଯଦୁପୁର ଓ କାନ୍ଦୁଛି ପରିବାର

ନୟାଗଡ଼: ଆଜି ପରୀର ଷଷ୍ଠତମ ଜନ୍ମଦିନ। ପରୀର ଜନ୍ମଦିନରେ ଝୁରୁଛନ୍ତି ଯଦୁପୁରବାସୀ ଓ ପରିବାର ଲୋକେ। ବାପା ମାଆଙ୍କ ଗେହ୍ଲା ଝିଅ ଥିଲା ପରୀ l ହେଲେ ଆଜି ସେ ଦୁନିଆରେ ନାହିଁ। ଲୁହ ଛଳ ଛଳ ଆଖିରେ ତା ଫଟୋକୁ ଚାହିଁ ରହିଛନ୍ତି ପରୀର ମାଆ। ନୟାଗଡ଼ାରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.