thumbnail

By

Published : Oct 6, 2020, 10:49 PM IST

ETV Bharat / Videos

ରାଜ୍ୟରେ ସଫଳ ହେଉଛି ପ୍ଲାଜମା ଥେରାପି, ଶୁଣନ୍ତୁ କଣ କହୁଛନ୍ତି ଡାକ୍ତର

କଟକ: ରାଜ୍ୟରେ ବୃଦ୍ଧି ପାଉଛି କୋରୋନା ଜନିତ ମୃତ୍ୟୁ । ପ୍ରତ୍ୟେକ ଦିନ କୋରୋନା ଜନିତ ମୃତ୍ୟୁ ଖବର ସାମ୍ନାକୁ ଆସୁଛି। ଯଦିଓ କୋଭିଡ-19 ଚିକିତ୍ସା ପାଇଁ ଏଯାବତ ଔଷଧ ବାହାରି ନାହିଁ, ତଥାପି ପ୍ଲାଜମା ଥେରାପି ଅନେକାଂଶରେ ପ୍ରତିଷେଧକ ଭାବେ କାମ କରୁଛି। ରାଜ୍ୟରେ ଏବେ ପ୍ଲାଜମା ଥେରାପି ସଫଳ ହେଉଥିବା ସ୍ପଷ୍ଟ ସ୍ପଷ୍ଟ କରିଛନ୍ତି, ଏସସିବି ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.