ଚୀନ ସହ ଉଦ୍ଦେଶ୍ୟମୂଳକ ଭାବେ ସମ୍ପର୍କ ଖରାପ ନକରୁ ଭାରତ: ବାମଦଳ - bhubaneswar news

🎬 Watch Now: Feature Video

thumbnail

By

Published : Jun 27, 2020, 5:14 PM IST

ଭୁବନେଶ୍ବର: ସୀମାକୁ ନେଇ ଦିନକୁ ଦିନ ଭାରତ ଓ ଚୀନ ମଧ୍ୟରେ ତିକ୍ତତା ବଢିଚାଲିଛି । ଏଭଳି ସମୟରେ ବାମଦଳର ଭୂମିକା ଉପରେ ସମସ୍ତଙ୍କ ନଜର ରହିଛି । ସେପଟେ ଆମେରିକା ହିଁ ଏହି ତିକ୍ତତାର ମୁଖ୍ୟ ଖଳନାୟକ ବୋଲି କହିଛି ବାମଦଳ । ଏସିଆ ମହାଦେଶରେ ଏହି ଦୁଇ ଦେଶର ସମ୍ପର୍କ ପ୍ରମୁଖ । ଆଉ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ତିକ୍ତତାରେ ନିଆଁରେ ଘିଅ ଢାଳିବା ଭଳି କାମ କରୁଛନ୍ତି । ଆଉ ଏମିତି ସମୟରେ କେନ୍ଦ୍ର ସରକାର ତାଙ୍କର ଆଭିମୁଖ୍ୟ ସ୍ପଷ୍ଟ କରିବା ଉଚିତ୍ । ହେଲେ ଚାଇନାକୁ ନେଇ ସରକାର ମୁହଁ ଖୋଲୁନାହାଁନ୍ତି । ତେବେ ଏନେଇ ବରିଷ୍ଠ ସିପିଆଇ ନେତା ରାମକୃଷ୍ଣ ପଣ୍ଡାଙ୍କ ଠାରୁ ଶୁଣନ୍ତୁ ଏନେଇ କଣ ପ୍ରତିକ୍ରିୟା ରଖୁଛନ୍ତି... ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.