ମେଲାଣି ନେଲେ ମା’, ବାଜା ବାଣରେ କମ୍ପିଲା ସହର, ଆର ବରଷକୁ ଅପେକ୍ଷା

By

Published : Oct 24, 2019, 7:21 PM IST

thumbnail

ଅନୁଗୋଳ: ବାଜା ବାଣରେ କମ୍ପି ଉଠିଥିଲା ସହର । ପାରମ୍ପରିକ ବାଦ୍ୟ ସହ ବ୍ରାସବ୍ୟାଣ୍ଡ ସାଉଣ୍ଡର ତାଳରେ ନାଚି ନାଚି ମା ଅନ୍ନପୂର୍ଣ୍ଣାଙ୍କୁ ବିଦାୟ ଦେଇଛନ୍ତି ଅନୁଗୋଳବାସୀ । ୧୧ ଦିନର ପୂଜା ଉତ୍ସବ ପରେ ସମ୍ପର୍ଣ୍ଣ ହୋଇଥିଲା ମାଙ୍କ ଭସାଣୀ ଉତ୍ସବ ଓ ମେଲଣ ଯାତ୍ରା । ଯାହାକୁ ଦେଖିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା ଅନୁଗୋଳ ସହରରେ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.