Etv Bharat Exclusive: ଯୋବ୍ରା ବ୍ୟାରେଜରେ ବେଧଡକ ଚାଲିଛି ମାଛଧରା - ଯୋବ୍ରା ବ୍ୟାରେଜରେ ବେଧଡକ ମାଛଧରା
🎬 Watch Now: Feature Video

ଆଇନକୁ ଫୁ କରି ସ୍ପଷ୍ଟ ଦିବାଲୋକରେ ଆଉ ଥାନାଠୁ କିଛି ଦୂରରେ ବେଆଇନଭାବେ ଚାଲିଛି ମାଛ ଧରା । ପ୍ରଶାସନ ଏସବୁ ଦେଖି ସତେ ଯେପରି ନଦେଖିଲା ପରି । ଦେଖନ୍ତୁ ‘ଇଟିଭି ଭାରତ’ର EXCLUSIVE ରିପୋର୍ଟ...