ବିଧାନସଭା ଶକ୍ତି କମିଟି ବୈଠକ: ବିଦ୍ୟୁତ ବିଭାଗର ବିଭିନ୍ନ ପରିବର୍ତ୍ତନ ନେଇ ଆଲୋଚନା - ଟାଟାପାଓ୍ଵାର
🎬 Watch Now: Feature Video

ଭୁବନେଶ୍ବର: ବିଦ୍ୟୁତ ବିଭାଗରେ ହୋଇଛି ବିରାଟ ପରିବର୍ତ୍ତନ । ପୂର୍ବରୁ ୪ଟି ଜୋନରେ ୪ଟି କମ୍ପାନୀ ବିଦ୍ୟୁତ ବିତରଣ କରୁଥିଲେ । ଏବେ ଓଇଆରସି (OERC),ଟାଟା ପାଓ୍ଵାର କମ୍ପାନୀକୁ ସେସୁ ସହ ଅନ୍ୟ ବିତରଣ କମ୍ପାନୀ ସେସକୋ,ନେସକୋ, ଓ୍ଵେସକୋକୁ ଟାଟାପାଓ୍ଵାରକୁ ଦିଆଯାଇଛି । ଏହି ନୂଆ କମ୍ପାନୀ ଆସିବା ପରେ କଣ ତାର କାର୍ଯ୍ୟ ଏବଂ କେତେ ବିଦ୍ୟୁତ ସୃଷ୍ଟି ହୋଇଛି । ଏନେଇ ଆଜି (ଶୁକ୍ରବାର) ହାଉସ କମିଟିରେ ଆଲୋଚନା ହୋଇଛି ।