thumbnail

By

Published : Dec 6, 2019, 10:11 PM IST

Updated : Dec 6, 2019, 11:31 PM IST

ETV Bharat / Videos

ସର୍ବଭାରତୀୟ ଗୃହରକ୍ଷୀ ଦିବସ ପାଳିତ

ଢେଙ୍କାନାଳ: ଢେଙ୍କାନାଳ ପୋଲିସ ରିଜର୍ଭ ପଡିଆରେ ଶୁକ୍ରବାର ଜିଲ୍ଲା ଗୃହରକ୍ଷୀ ବାହିନୀ ପକ୍ଷରୁ ସର୍ବଭାରତୀୟ ଗୃହରକ୍ଷୀ ଓ ନାଗରିକ ସୁରକ୍ଷା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ଏସପି ଅନୁପମା ଜେମ୍ସ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ । ଗୃହରକ୍ଷୀ ମାନଙ୍କର ଦାୟିତ୍ବବୋଧକୁ ଉତ୍ସାହିତ କରି ମନୋବଳ ସୁଦୃଢ କରି ନିଜର କର୍ତ୍ତବ୍ୟ ପାଳନ କରିବାକୁ ସେ ଗୃହରକ୍ଷୀ ବାହିନୀକୁ ଆହ୍ବାନ କରିଥିଲେ ।
Last Updated : Dec 6, 2019, 11:31 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.