thumbnail

By

Published : Dec 6, 2019, 8:33 PM IST

ETV Bharat / Videos

ବଲାଙ୍ଗୀରରେ ଗୃହରକ୍ଷୀ ଦିବସ ପାଳିତ

ବଲାଙ୍ଗୀର: ବଲାଙ୍ଗୀର ମନୋହରପୁର ପୋଲିସ ପଡିଆରେ ଭବ୍ୟ ସମାରୋହରେ ଆୟୋଜିତ ହୋଇଯାଇଛି ଗୃହରକ୍ଷୀ ପ୍ରତିଷ୍ଠା ଦିବସ । ଗୃହରକ୍ଷୀଙ୍କ ପରେଡ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ବଲାଙ୍ଗୀର ଏସପି ଯୋଗଦେଇ ଅଭିବାଦନ ଗ୍ରହଣ କରିଥିଲେ । ନିଜ ଭାଷଣରେ ସେ ଗୃହରକ୍ଷୀଙ୍କ ସମାଜ ଓ ପୋଲିସ ପ୍ରତି ଅବଦାନକୁ ମନେ ପକାଇଥିଲେ । ସେହିପରି ସଫଳ କାର୍ଯ୍ୟ ପାଇଁ କିଛି ଗୃହରକ୍ଷୀଙ୍କୁ ସମ୍ମାନିତ କରିଥିଲେ । ଆଜିର ଏହି ସମାରୋହରେ ପୋଲିସର ସବୁ ଅଧିକାରୀମାନେ ତଥା ସାଧାରଣ ଲୋକ ଉପସ୍ଥିତ ଥିଲେ । ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.