ବୟସର ଅପରାହ୍ନରେ ମନୁ-ସୁକୁମାରୀଙ୍କ ଦୁଃଖ କାହାଣୀ, ପଲିଥିନ ତଳେ କଟୁଛି ଜୀବନ - helpless old couple of keonjhar need govt help
🎬 Watch Now: Feature Video
କେନ୍ଦୁଝର: ବୟସର ଅପରାହ୍ନରେ ସ୍ବାମୀ ସ୍ତ୍ରୀ । ପାଖରେ ପୁଅବୋହୂ କେହି ବି ନାହାନ୍ତି । ବର୍ଷା ହେଉକି ଖରା ଛିଣ୍ଡା ପଲିଥିନ ଘର ପାଲଟିଛି ମନୁ ଓ ସୁକୁମାରୀଙ୍କ ଏକମାତ୍ର ସାହାରା ।