thumbnail

ସତ୍ତା ପାଇଁ ସମ୍ପର୍କୀୟଙ୍କ ଲଢେଇ, ତ୍ରିମୁଖୀ ଫାଇଟ୍‌ରେ ଗମାଙ୍ଗ ପରିବାର

By

Published : Apr 9, 2019, 8:03 PM IST

ରାୟଗଡା: କୁରୁକ୍ଷେତ୍ରରେ ପରିଣତ ହୋଇଛି ରାୟଗଡା ଜିଲ୍ଲାର ଗୁଣପୁର ନିର୍ବାଚନମଣ୍ଡଳୀ। ଏଥର ମୈଦାନରେ ଦଳ ଭିତରେ ନୁହେଁ, ଲଢେଇ ହେବ ସମ୍ପର୍କୀୟଙ୍କ ମଧ୍ୟରେ । ମୁହାଁମୁହିଁ ହେବେ ମାମୁଁ-ଭଣଜା, ଦାଦା-ପୁତୁରା।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.