ଏହି ଗାଁରେ ଅଭିଶାପ ସାଜିଛି ‘ପାଣି’, ଅବିବାହିତ ରହୁଛନ୍ତି ଯୁବକ - ବିଶାକ୍ତ ଜଳ

🎬 Watch Now: Feature Video

thumbnail

By

Published : Nov 11, 2019, 12:21 PM IST

ବରଗଡ: କଥାରେ ଅଛି 'ଜଳ ହିଁ ଜୀବନ' । ଏହା ବିନା ଜୀଇଁବା ଅସମ୍ଭବ । ମାତ୍ର ଯଦି ଜୀବନ ବିଷ ପାଲଟିଯାଏ ତେବେ ମଣିଷ ବଞ୍ଚିବ କିପରି ? ଏପରି କିଛି ଘଟିଛି ଡାଙ୍ଗବାହାଲ ଗ୍ରାମବାସୀଙ୍କ ସହ । ଏହି ସମସ୍ୟା ଏତେ ବଢିଯାଇଛି ଯେ, ଗାଁରେ କାହାର ବିବାହ ହୋଇପାରୁନି। ଏପରିକି ଏହି ପାଣି ପାଇଁ କାହା ଘରକୁ ବନ୍ଧୁବାନ୍ଧବ ବି ଆସୁନାହାନ୍ତି । ଦେଖନ୍ତୁ ଏହାକୁ ନେଇ ଆମର ସ୍ବତନ୍ତ୍ର ରିପୋର୍ଟ...

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.