ନୂଆବର୍ଷରେ ଫୁଲ ବେପାର ମାନ୍ଦା, ଚିନ୍ତାରେ ବ୍ୟବସାୟୀ - ଫୁଲ ବ୍ୟବସାୟୀ ମାନ୍ଦା
🎬 Watch Now: Feature Video
ଭୁବନେଶ୍ବର: କୋରୋନା କଟକଣା ମଧ୍ୟରେ 2020ର ଅନେକ ମାସ ବିତିଗଲା। ଅନେକ ଲୋକ ନିଜ ବ୍ୟବସାୟ ରୋଜଗାର ହରାଇଥିଲେ। କଟକଣା କୋହଳ ହେଲା ପରେ ଧୀରେ ଧୀରେ ସବୁ ପ୍ରକାର ବ୍ୟବସାୟ ଖୋଲୁ ଥିବା ବେଳେ ମେଳା, ମହୋତ୍ସବ ଓ ବାହାଘର ଉପରେ ଲାଗିଥିବା କଟକଣା ଯୋଗୁଁ ଫୁଲ ବ୍ୟବସାୟୀମାନେ ରୋଜଗାର ଏକ ପ୍ରକାର ବନ୍ଦ ହୋଇଯାଇଛି ।