ଝାରସୁଗୁଡାରୁ କୋଲକାତାକୁ ଉଡିଲା ଏଲାଇନ୍ସ ଏୟାର - ସିଧା ଉଡାଣ ଭରିଲା ଏଲାୟନ୍ସ ଏୟାର
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-5959797-1096-5959797-1580837765385.jpg)
ଝାରସୁଗୁଡା: ଘଟିଲା ବହୁ ଦିନର ପ୍ରତୀକ୍ଷା । ଏବେ ସିଧାସଳଖ ଝାରସୁଗୁଡାରୁ ଉଡି ହେବ କୋଲକାତା । ବିମାନ ସେବା ଦେବାରେ ଆଉ ପାଦେ ଆଗେଇଛି ଝାରସୁଗୁଡାର ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର । ତେବେ ଏଭଳି ସେବା ପାଇବା ପରେ ବି ଯାତ୍ରୀ ମାନେ ବି ଖୁସ୍।