ଜାଣନ୍ତୁ, 'ଅମ୍ଫାନ'କୁ ନେଇ କ’ଣ କହୁଛନ୍ତି ବ୍ରହ୍ମପୁର ବାସିନ୍ଦା

By

Published : May 19, 2020, 8:14 PM IST

thumbnail
ବ୍ରହ୍ମପୁର: ଧୀରେଧୀରେ ସ୍ଥଳଭାଗ ଆଡକୁ ମାଡି ଆସୁଛି ଶକ୍ତିଶାଳୀ ବାତ୍ୟା 'ଅମ୍ଫାନ' । ୨୦ ତାରିଖ ଅପରାହ୍ନରେ ଏହା ସୁନ୍ଦରବନ ଠାରେ ସ୍ଥଳଭାଗ ଛୁଇଁବ । ତେବେ 1999 ମସିହା ପରେ ପୁଣି ଥରେ ଶକ୍ତିଶାଳୀ ମହାବାତ୍ୟାକୁ ନେଇ ଆତଙ୍କିତ ହୋଇ ପଡିଛନ୍ତି ଲୋକେ । ତେବେ ବ୍ରହ୍ମପୁର ଉପକଣ୍ଠରେ କେମିତି ରହିଛି ବାତ୍ୟା ଅମ୍ଫାନର ଚିତ୍ର ଓ ସମ୍ଭାବ୍ୟ ବାତ୍ୟାକୁ ନେଇ କଣ କହୁଛନ୍ତି ବ୍ରହ୍ମପୁର ବାସିନ୍ଦା ଶୁଣନ୍ତୁ.... ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.