ଚାଷୀଙ୍କ ଚକବନ୍ଦୀ ଚିନ୍ତା - settlement
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-3853165-982-3853165-1563263327262.jpg)
ସମ୍ବଲପୁରରେ ଚକବନ୍ଦୀ ବନ୍ଦୋବସ୍ତକୁ ନେଇ ଚାଷୀ ଅସନ୍ତୋଷ। ସମ୍ବଲପୁର ମହାନଗର ଆଖ ପାଖର ମାନେଶ୍ବର ବ୍ଲକ ଅଧୀନରେ ଥିବା 22 ଖଣ୍ଡ ଗାଁରେ ଦେଖାଯାଇଛି ଚାଷୀ ଅସନ୍ତୋଷ। ତେବେ ବୃଷ୍ଟି ହୀନତା, ମରୁଡି ,ଅଭାବୀ ଧନବିକ୍ରୀ କିମ୍ବା ସାର ବିକ୍ରି ପାଇଁ ନୁହଁ ବରଂ ସରକାର ଚକବନ୍ଦୀ ବନ୍ଦୋବସ୍ତକୁ ନେଇ ଚାଷୀ ରାସ୍ତାକୁ ଓହ୍ଲାଇଛନ୍ତି।