ଲଣ୍ଡା ପାହାଡରୁ ପର୍ଯ୍ୟଟନସ୍ଥଳୀ; ହିଲ ଟପରୁ ଏମିତି ଦିଶେ ନବରଙ୍ଗପୁର - Picnic spot Hirli Dangar

🎬 Watch Now: Feature Video

thumbnail

By

Published : Nov 29, 2019, 10:05 AM IST

ନବରଙ୍ଗପୁର: ଜିଲ୍ଲାର ସହର ଉପକଣ୍ଠରେ ଥିବା ଲଣ୍ଡା ପାହାଡ ଆଜି ପାଲଟିଛି ପର୍ଯ୍ୟଟନସ୍ଥଳୀ 'ହିର୍ଲି ଡଙ୍ଗର' । ଏହାର ଅପରୂପ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ପ୍ରତିଦିନ ପର୍ଯ୍ୟଟକଙ୍କ ସୁଅ ଛୁଟିବାରେ ଲାଗିଛି । ହିର୍ଲି ଡଙ୍ଗର ବୁକୁରେ ଖୋଲା ଆକାଶରୁ ନବରଙ୍ଗପୁରକୁ ଚିହ୍ନିବାକୁ ଏହି ସ୍ଥାନ ପର୍ଯ୍ୟଟକଙ୍କ ମନକୁ ଆକର୍ଷିତ କରୁଛି । ପର୍ଯ୍ୟଟନ ଓ ବଣଭୋଜି ଋତୁରେ ହିର୍ଲି ଡଙ୍ଗରକୁ ନେଇ ଦେଖନ୍ତୁ ଆମର ସ୍ବତନ୍ତ୍ର ରିପୋର୍ଟ..

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.