କନ୍ଧମାଳରେ ମାଓ ଏନକାଉଣ୍ଟର, ଲେଡି ହାର୍ଡକୋର ମାଓବାଦୀ ନିହତ - ଗୋଚପଡାରେ ମାଓ ଏନକାଉଣ୍ଟର
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-9847839-thumbnail-3x2-abhaya.jpg)
କଟକ: କନ୍ଧମାଳ ଜିଲ୍ଲାରେ ପୁଣି ପୋଲିସ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ମହିଳା ମାଓବାଦୀ ନିହତ ହୋଇଥିବା ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ । କନ୍ଧମାଳ ଜିଲ୍ଲାର ଗୋଚପଡା ଥାନା ଅଞ୍ଚଳରେ ମାଓ କାର୍ଯ୍ୟକଳାପ ଜାରି ରହିଥିବା ଖବର ପାଇଥିଲେ ସୁରକ୍ଷାକର୍ମୀ । ଏହାପରେ ଏସଓଜି ଏବଂ ଡିଭିଏଫ ଅଧୀନରେ କମ୍ବିଂ ଅପରେସନ କରାଯାଇଥିଲା ।