ପର୍ଯ୍ୟଟକଙ୍କ ପାଇଁ ସଜେଇ ହେଉଛି ମୁଦୁଳିଗାଡିଆ; ଜୀବନଶୈଳୀ ବଦଳାଉଛି ଇକୋ ଭିଲେଜ

By

Published : Nov 7, 2019, 12:44 PM IST

thumbnail
ନୟାଗଡ: ସଜବାଜ ହେଲେଣି ମୁଦୁଲି ଗାଡିଆ ଗାଁ । ଘରର କାନ୍ଥରେ ଆଙ୍କିଲେଣି ଝୋଟି ଚିତା । ଶୀତ ଆସିବା ଆଗରୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ ଲାଗିଛନ୍ତି ଗ୍ରାମବାସୀ । ଗାଁକୁ ପୁଣି ପର୍ଯ୍ୟଟକ । ଶୁଣିଲେ ଅଜବ ଲାଗୁ ଥାଇପାରେ । କିନ୍ତୁ ଏ ଗାଁ ଏମିତି ସେମିତି ନୁହେଁ । ଓଡ଼ିଶାର ପ୍ରଥମ ଇକୋ ଗାଁ । ଆଉ ଏହି ମାନ୍ୟତା ପାଇବା ଦିନ ଠାରୁ ବଦଳି ଯାଇଛି ଏମାନଙ୍କ ଜୀବନଶୈଳୀ । ନୟାଗଡା ଜିଲ୍ଲା ବାଇଶୀ ପଲ୍ଲୀ ଅଭୟାରଣ୍ୟରେ ରହିଛି ମୁଦୁଲିଗାଡିଆ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.