ବିଜେଡିରେ ପାରିବାରିକ ରାଜନୀତି: ବାପାଙ୍କ ବଦଳରେ ପୁଅ, ସ୍ବାମୀଙ୍କ ବଦଳରେ ସ୍ତ୍ରୀ - odisha
🎬 Watch Now: Feature Video

ଭୁବନେଶ୍ବର: ବାପ ବଦଳରେ ପୁଅ। ସ୍ବାମୀ ବଦଳରେ ସ୍ତ୍ରୀଙ୍କୁ ଟିକେଟ। ପାରିବାରିକ ରାଜନୀତିରେ ବିଜୁ ଜନତା ଦଳ। ଭାବମୂର୍ତ୍ତି ବଞ୍ଚାଇବା ସହ ଦଳକୁ ଜିତାଇବା ପାଇଁ ନବୀନଙ୍କ ନୂଆ ଚାଲ।